ଓଡ଼ିଶା ଭିଜିଲାନ୍ସ ଇତିହାସରେ ପ୍ରଥମ ଘଟଣା : ଇଂଜିନିୟରଙ୍କ ଘରୁ ୨ କୋଟି ଜବତ

ଭଞ୍ଜନଗର: ଓଡ଼ିଶା ଭିଜିଲାନ୍ସ ବିଭାଗକୁ ଆଉ ଏକ ବଡ଼ ସଫଳତା ମିଳିଛି। କୋଟିପତି ଇଞ୍ଜିନିୟରଙ୍କ ଘରେ ଚଢ଼ଉ ସମୟରେ ନଗଦ ୨ କୋଟି ଟଙ୍କା ମିଳିଛି। ଓଡ଼ିଶାର ଇତିହାସରେ ପୂର୍ବରୁ ଏତେ ପରିମାଣରେ ନଗଦ ଟଙ୍କା ଭିଜିଲାନ୍ସ ବିଭାଗ ଜବତ କରି ନଥିଲା। ତେଣୁ ବିପୁଳ ଟଙ୍କା ଗଣିବା ପାଇଁ ସମ୍ଭବପର ନ ହେବାରୁ ମେସିନ ମୁତନୟ କରାଯାଇଥିଲା। ଭିଜିଲାନ୍ସ ବିଭାଗ ଗଞ୍ଜାମ ଜିଲ୍ଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗ … Continue reading ଓଡ଼ିଶା ଭିଜିଲାନ୍ସ ଇତିହାସରେ ପ୍ରଥମ ଘଟଣା : ଇଂଜିନିୟରଙ୍କ ଘରୁ ୨ କୋଟି ଜବତ